Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ଗୋଡ଼ିପଡ଼ା କୁ ବ୍ଲକ୍ ଦାବିରେ, ଜିଲ୍ଲାପାଳଙ୍କୁ ଦାବିପତ୍ର ।

By sreyatarangaJanuary 21, 2025 ଆଜିର ଖବର
Ad 1

ନୟାଗଡ, (ଶ୍ରେୟ ତରଙ୍ଗ) : ଗୋଡ଼ିପଡା କୁ ବ୍ଲକ୍ ଦାବି ରେ, ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ, ଜନପ୍ରତିନିଧୀ ମଣ୍ଡଳୀ । ଜିଲ୍ଲାର ତିନୋଟି ବ୍ଲକ୍ ନୟାଗଡ , ଓଡଗାଁ ଏବଂ ରଣପୁର ଠାରୁ ଗୋଡିପଡା ସମାନ ଭାବେ ୨୫କିମି ଦୂର ହୋଇଥିବା ବେଳେ ଏହି ଅଞ୍ଚଳରେ ଥିବା ପଞ୍ଚାୟତ ରଣପୁର ଏବଂ ଓଡଗାଁ ବ୍ଲକ୍ ଅଧୂନରେ ରହିଛି । ଫଳରେ ଲୋକମାନେ ପ୍ରଶାସନିକ ସୁବିଧା ପାଇଁ ଅସୁବିଧାର ସମ୍ମୁଖୂନ ହେଉଛନ୍ତି ।

Ad 2

ଗୋଡିପଡାକୁ ବ୍ଲକ୍ ଘୋଷଣା କରିବା ପାଇଁ ବିଜୁ ବାବୁଙ୍କ ସମୟରୁ ଦାବି ହୋଇଆସୁଛି । ରଣପୁର ନିର୍ବାଚନ ମଣ୍ଡଳୀ ରେ ଯାଉଥିବା ଗୋଡ଼ିପଡ଼ା ଜନସଂଖ୍ୟା, ଆୟତନ ଓ ବ୍ୟବସାୟ ଦୃଷ୍ଟିରୁ ଜିଲ୍ଲାରେ ଏକ ଜନଗହଳି ଛକ । ସେହିଭଳି, ଦମକଳ କେନ୍ଦ୍ର, କଲେଜ୍, ଫାଣ୍ଡି ର ସୁବିଧା ମଧ୍ୟ ରହିଛି । ଗୋଡିପଡ଼ା କୁ ବ୍ଲକ୍ ପାଇଁ କିଛି ବର୍ଷ ତଳେ ସର୍ଭେ କରାଯାଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି । ବ୍ଲକ୍ ଓ ତହସିଲ ସୁବିଧା ହେଲେ, ଏହି ଅଞ୍ଚଳ ର ଅହେତୁକ ବିକାଶ ହେବ, ତେଣୁ ଦଳଗତ ନିର୍ବିଶେଷରେ ଗୋଡ଼ିପଡ଼ା ର ବୁଦ୍ଧିଜୀବିମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ବ୍ଲକ୍ ଦାବି ରେ ଦାବିପତ୍ର ଦେଇଛନ୍ତି।

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.