Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ପିତବାସ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ଦାସ କୁ ଫୁଲବାଣୀ ମଣ୍ଡଳ ଜେଲ କୁ ସ୍ଥାନାନ୍ତର ।

By sreyatarangaOctober 31, 2025 ଆଜିର ଖବର
Ad 1

ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ) : ଆଇନଜୀବି ପିତବାସ ପଣ୍ଡା ହତ୍ୟା ମାମଲାରେ, ମୁଖ୍ୟ ଅଭିଯୁକ୍ତ ଶିବ ଶଙ୍କର ଦାସ ଓରଫ ( ପିଣ୍ଟୁ ଦାସ) କୁ ଆଜି ଫୁଲବାଣୀ ମଣ୍ଡଳ ଜେଲ କୁ ଅଣାଯାଇଛି । ସୁରକ୍ଷା ଦୃଷ୍ଟିରୁ ସଶସ୍ତ୍ର ପୋଲିସ ବାହିନୀ, ବ୍ରହ୍ମପୁର କାରାଗାର ରୁ, ପିଣ୍ଟୁ କୁ ଆଣି ଫୁଲବାଣୀ ଜେଲ ରେ ଛାଡିଥିଲେ । ବ୍ରହ୍ମପୁର ବିଏମସି ର ପୂର୍ବତନ ବିଜେଡି ମେୟର ହେଉଛନ୍ତି ପିଣ୍ଟୁ ଦାସ । ସୁରକ୍ଷା ଦୃଷ୍ଟିରୁ, ଓ ତଦନ୍ତ କୁ ସଠିକ୍ ରାସ୍ତା ରେ ନେବା ପାଇଁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଛନ୍ତି । ବ୍ରହ୍ମପୁର ଜେଲ ରେ ପିଣ୍ଟୁ ଙ୍କ ସମର୍ଥକ ମାନେ ରହୁଥିବାରୁ, ତଦନ୍ତ ଓ ସୁରକ୍ଷା ଦୃଷ୍ଟିରୁ ଆଜି ପିଣ୍ଟୁ କୁ ଫୁଲବାଣୀ ଜେଲ କୁ ଅଣା ଯାଇଛି ।

ଅନ୍ୟପଟେ, ଆଇନଜୀବି ପିତବାସ ପଣ୍ଡା ହତ୍ୟା ମାମଲା ଲଢ଼ିବା ପାଇଁ , ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି ଚିଠି ଲେଖିଛନ୍ତି । ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ଵତନ୍ତ୍ର ପିପି ଭାବେ ନିୟୋଜିତ କରିବାକୁ ଚିଠି ଲେଖିଛନ୍ତି ଏସ୍‌ପି । କାଳୀ ଚରଣ ମିଶ୍ରଙ୍କ ଓଡ଼ିଶାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲା ପରିଚାଳନାର ଦକ୍ଷତା ରହିଛି । ସେହିପରି ଅବିନାଶ ପାଢ଼ୀ ବି ବହୁ ଅପରାଧିକ ମାମଲା ପରିଚାଳନା କରିଛନ୍ତି

Ad 2

ତେଣୁ ଏହି ଦୁଇ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି କହିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ୍ ୧୩ ଜଣଙ୍କୁ ଗିରଫ କରିସାରିଛି । ଏବେ ବି ପୀତବାସଙ୍କୁ ଗୁଳିମାଡ଼ କରିଥିବା କୁରୁପତି ଭୂୟାଁ ଫେରାର୍ ରହିଛି । ଏହି ମାମଲାରେ ପୋଲିସ୍ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଜଣ ଓକିଲ । ୪୪ ଜଣ ଓକିଲ କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି । ବିକ୍ରମଙ୍କ ଭଳି କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ସେହି ୪୪ ଜଣ ଓକିଲ ଲଢ଼ିବେ ।

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.