ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁଚର୍ଚ୍ଚିତ ଫକିର ମୋହନ ବିଶ୍ଵ ବିଦ୍ୟାଳୟ ଛାତ୍ରୀ, ସୋମ୍ୟାଶ୍ରୀ ବିଶି ଙ୍କ ଚିକିତ୍ସା ଅବସ୍ଥାରେ ମୃତୁ ହୋଇଛି । ଏହି ଘଟଣା ପରେ, ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ, ଓ ସୂର୍ଯ୍ୟବଂଶୀ ସୁରଜ୍ ଶୋକ ପ୍ରକାଶ କରିଛନ୍ତି ।

ତେବେ ଏମ୍ସ ହସ୍ପିଟାଲ ରୁ ମୃତ ଛାତ୍ରୀଙ୍କ ମର ଶରୀର ଆଣିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେଡି ସବ ଗାଡ଼ି ସାମ୍ନାରେ ଆନ୍ଦୋଳନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ, ପୋଲିସ ଛାଉଣୀ କରାଯାଇଛି । ମୃତ ଛାତ୍ରୀଙ୍କ ପାର୍ଥିବ ଶରୀର କୁ ଗାଁ ଜନ୍ମ ମାଟି ରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରଣ କରାଯାଇଛି ।


