ନୟାଗଡ଼ ବ୍ୟୁରୋ , ଶ୍ରେୟ ତରଙ୍ଗ,, ପ୍ରବାସୀ ଭାରତୀୟ ଦିବସ ରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ , ଭୁବନେଶ୍ୱର ବିମାନ ବନ୍ଦର ରେ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ସ୍ବାଗତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ । Facebook Twitter WhatsApp