ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି । ଭିଜିଲାନ୍ସ ଏକ କାଳିନ 6ଟି ସ୍ଥାନରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କର ରେଡ କରୁଛି ।

ରେଡ ରେ ସାମିଲ ଅଛନ୍ତି 4ଜଣ DSP, 7ଜଣ ଇନ୍ସୀପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ
ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧ ର 6ଟି ସ୍ଥାନରେ ରେଡ ହେଉଛି
ବାରିପଦା ପ୍ରଫୁଲ ନଗର ରେ ପୈତୃକ ଘର, ବୌଦ୍ଧ ରେ ଭଡା ଘର, ବୌଦ୍ଧ RTO ରେ ଅଫିସ ଚାମ୍ବର, ମୟୁରଭଞ୍ଜ ରେ ପୈତୃକ ଘର, ପାଣ୍ଡରାରେ ଝିଅର ଭଡ଼ା ଘର ଏବଂ ବାରିପଦା ରେ ସହଯୋଗୀଙ୍କ ଘରେ ରେଡ । ରେଡ ସମୟର ତାଙ୍କର ୩୬ ଟି ପ୍ଲଟ ଥିବା ବେଳେ, ୫୬ ଲକ୍ଷ ଟଙ୍କା ଫିକ୍ସି ଥିବା ଜଣାପଡିଛି ।

