ବାଲିଗୁଡ଼ା, ୧୦/୦୯/୨୬: ଶ୍ରେୟ ତରଙ୍ଗ ( କାହ୍ନା ପଟ୍ଟନାୟକ):
ବାଲିଗୁଡା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି ଦେଶୀ ବନ୍ଧୁକ ଓ ଗୋଟିଏ ଗାଡ଼ି ଜବତ କରାଯାଇଛି।

ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୩୧/୨୦୨୬, ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ସହ ଆର୍ମସ୍ ଆକ୍ଟର ଧାରା ୨୫(୧-ବି)(a) ଅନୁଯାୟୀ ମାମଲା ରୁଜୁ ହୋଇଛି।
ପୁଲିସ ଚଢ଼ାଉ ବେଳେ ୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ SBML ବନ୍ଧୁକ ଏବଂ OD-02-AX-1086 ନମ୍ବର ବିଶିଷ୍ଟ ଧଳା ରଙ୍ଗର Honda CR-V ଗାଡ଼ି ଜବତ କରାଯାଇଛି।
ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିଛି। ସେମାନେ ହେଲେ—
ରିଚାର୍ଡ ନାୟକ (୨୮), ତୁମୁଡ଼ିବନ୍ଧ, ସଚିନ ନାୟକ (୩୧), ତୁମୁଡ଼ିବନ୍ଧ
କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮), ଦାରିଙ୍ଗିବାଡି ଓ ବିନୋଦ ପୂଜାରୀ (୩୨), ବାଲିଗୁଡ଼ା ଥାନା ଅଞ୍ଚଳ ର
ଜବତ ସାମଗ୍ରୀ:
ଗଞ୍ଜେଇ – ୧୦୦ କେଜି ୩୦୦ ଗ୍ରାମ
ଦେଶୀ SBML ବନ୍ଧୁକ – ୨ଟି
ଧଳା Honda CR-V – ୧ଟି, ନମ୍ବର OD-02-AX-1086
ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ମ
ମ ମ୍ୟୁ ମା
ଉଜ୍
ହିଁ
ମୋ ମୁଣ୍ଡ ମା ଦେ ମୁଁଜ।
ୟ ମା
- No tags
No comments to show.No comments to show.No comments to show.No comments to show.No comments to show.No comments to show.No comments to show.No comments to show.No comments to show.RSS Error: WP HTTP Error: A valid URL was not provided.RSS Error: WP HTTP Error: A valid URL was not provided.RSS Error: WP HTTP Error: A valid URL was not provided.
