ନୟାଗଡ଼ (ଶ୍ରେୟ ତରଙ୍ଗ) : ସରଣକୁଳ, ଥାନା ଅଞ୍ଚଳରେ କମେଟ ମରାକୁ ନେଇ ଦୁଇ ଯୁବ ଗୋଷ୍ଠୀ ମଧ୍ୟାରେ ଗଣ୍ଡଗୋଳ। ସରଣକୁଳ ଥାନା ଚଡେଆପଲି ମାନପୂର୍ ଗାଁରେ କୁଲୁ ବାଘ କୁ ହତ୍ୟା । ଚାରି ପାଞ୍ଚ ଜଣ ଯୁବକ ମିଶି ଧାରୁଆ ଅସ୍ତ୍ର ରେ ହତ୍ୟା କରିବା ପରେ ଫେରାର । ଆସାମୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ, ନୟାଗଡ଼ ଓଡ଼ଗାଁ ମୁଖ୍ୟ ରାସ୍ତା ଉପରେ ଶବ ରଖି ଆନ୍ଦୋଳନ । ସରଣକୁଳ sdpo ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


