
କଣ୍ଟିଲୋ ନୀଳମାଧବ କ୍ଷେତ୍ରରେ ପାଦ ରଖିଛନ୍ତି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ନୟାଗଡ଼ ଜିଲ୍ଲାପାଳ, ଏସପି ଙ୍କ ଗହଣରେ ଜନ ସାଧାରଣଙ୍କୁ ହାତ ହଲେଇ ଅଭିବାଦନ ଜଣାଇଛନ୍ତି

ମହା ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଆଦି ପୀଠ , କଣ୍ଟିଲୋ ନୀଳ ମାଧବ ଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁ,,, ମୋ ସୁନାର ଭାରତ କୁ ଭଲ ରେ ରଖନ୍ତୁ । ଶସ୍ୟ ଶ୍ୟାମଳ ରେ ପରିପୂର୍ଣ କରନ୍ତୁ । ଦେଶର ପ୍ରଥମ ନାଗରିକ,, ଜଣେ ମା ହିସାବ ରେ ଆପଣଙ୍କ ପାଖରେ ଏତିକି ମାଗୁଣି

ଦିବ୍ୟ ରୂପରେ ମହାପ୍ରଭୁ ଶ୍ରୀ ନୀଳ ମାଧବ । ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମହାମହିମ

କଣ୍ଟିଲୋ ନୀଳମାଧବ ମନ୍ଦିର ସେବାୟତ ମାନଙ୍କ ଗହଣରେ, ମହାମହିମ ,, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ବିଧାୟକ ଦୁଷ୍ମନ୍ତ ବାବୁ

ନୀଳ ମାଧବ ମନ୍ଦିର ବେଢ଼ା ପରିକ୍ରମା କରୁଛନ୍ତି, ରାଷ୍ଟ୍ରପତି

କାଳିଆ ପଲ୍ଲୀ ବିଶ୍ଵାବସୁଙ୍କ ଆଶ୍ରମ, ଯେଉଁଠି ଏବେବି ଲଳିତା ପୂଜା ପାଉଛନ୍ତି,,

ବିଶ୍ୱ ଶାନ୍ତି ମହାଯଜ୍ଞ ରେ ଘୃତ ଆହୁତି ଦେଉଛନ୍ତି,, ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ,, ଶବରପଲ୍ଲୀ କାଳିଆ ପଲ୍ଲୀ ଗାଁରେ,,

ହଜାର ହଜାର ସଂଖ୍ୟାରେ ମା, ମାଉସୀ,ଗୁରୁଜନ ଓ ଛୋଟ ଶିଶୁ ମାନେ, ରାଷ୍ଟ୍ରପତିଙ୍କ ସାମ୍ନା ରେ


